15

ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିବା ପଡିଲା ମହଙ୍ଗା – ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ

ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ମହଙ୍ଗା ପଡିଲା ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଵା , ସୋସିଆଲ ମିଡ଼ିଆରେ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଓ ଫୋଟ ଛାଡି ଜଣେ ପୋଲିସ ହାଜତରେ ଗିରଫ ହୋଇଛି , ଅଭିଯୁକ୍ତଙ୍କ ନାମ ହେଉଛି ସରୋଜ ସାହୁ ତାଙ୍କ ଘର ହେଉଛି ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗ୍ରାମରେ ,

ଅଭିଯୋଗ ଅନୁସାରେ ସରୋଜ ପୁରୀରେ ଥିବା ତାଙ୍କ ବନ୍ଧୁ ମହିଳାଙ୍କ ଅନ୍ତରଙ୍ଗ ଭିଡିଓ ଓ ଫୋଟ ସୋସିଆଲ ମିଡ଼ିଆରେ ଛାଡ଼ିବା ନେଇ ଵ୍ଳାକ ମେଲ କରୁଥିଲେ , ଏ ନେଇ ପିଡିତା ଜଣଙ୍କ ପୁରୀ ସାଇବର ଥାନାରେ ଅଭିଯୋଗ କରିଵାପରେ ଏହାକୁ ପୋଲିସ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଥିଲା ଅଭିଯୁକ୍ତ ଙ୍କ ଘର ଢେଙ୍କାନାଳରେ ହୋଇଥିବା ବେଳେ ପୋଲିସର ଏକ ଟିମ୍ ଢେଙ୍କାନାଳ ପରଜଙ୍ଗ ନିକଟରେ ଥିବା ଗ୍ରାମକୁ ଯାଇ ଅଭିଯୁକ୍ତ ସରୋଜ ସାହୁଙ୍କୁ ଧରିଥିଲେ , ତେବେ ଘଟଣାକୁ ନେଇ ସାଵର କେଫ ଧାରଣାରେ ତାକୁ ଗିରଫ କରାଯାଇ ଚାଲନ କରାଯାଇଛି ,

ଗୋଟିଏ ପଟେ ମହିଳାଙ୍କୁ ଅସଦାଚରଣ ଓ ତାପରେ ନଗ୍ନ ଫୋଟ ଭାଇରାଲ କରିବା ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି , କେତେକ ଆଇନର ପରିସରକୁ ଆସି ଦଣ୍ଡିତ ହେଉଥିବା ବେଳେ ଆଉ କେତେ ଅପରାଧ ଆଇନର କଳା ବାଟ ଦେଇ ଖସି ଯାଉଛନ୍ତି , ତେବେ ଦେଖାଯାଉ ଅପରାଧୀ ଦଣ୍ଡିତ ହେଉଛି ବା ଆଇନ କଳା ବାଟ ଦେଇ ଚାଲିଯାଉଛି , ତେବେ ଆପଣଙ୍କର କଣ ରହିଛି ମତାମତ ଜଣାନ୍ତୁ , ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *